27.1 C
Bhubaneswar
Saturday, July 5, 2025
Homeଦେଶ ବିଦେଶ ଅଗଷ୍ଟ ୧୫ରୁ ସାରା ଦେଶରେ ନୂଆ ଫାସ ଟ୍ୟାଗ ନିୟମ: ନୀତିନ ଗଡକରୀ  

 ଅଗଷ୍ଟ ୧୫ରୁ ସାରା ଦେଶରେ ନୂଆ ଫାସ ଟ୍ୟାଗ ନିୟମ: ନୀତିନ ଗଡକରୀ  

ନୂଆଦିଲ୍ଲୀ:  ଅଗଷ୍ଟ ୧୫ରୁ ବାର୍ଷିକ ଫାସ ଟ୍ୟାଗ ପାସ ବ୍ୟବସ୍ଥା  ରହିଛି ।  ବାର୍ଷିକ ୩ ହଜାର ଟଙ୍କା ଦେଇ ସୁବିଧା ପାଇ  ହେବ ।  ବର୍ଷେ କିମ୍ବା  ୨୦୦ ଟ୍ରିପ  ମଧ୍ୟରୁ  ଯେଉଁଠି ଆଗ ଆସିବ ସେପଯ୍ୟନ୍ତ ଲାଗୁ  ହେବ ।  କେବଳ ଘରୋଇ ଗାଡି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହେବ ।  କାର, ଜିପ, ଭ୍ୟାନ ପରି ଛୋଟ ଯାନ ପାଇଁ ପାସ ବ୍ୟବସ୍ଥା ରହିଛି ।   ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ଷ ରାଜମାର୍ଗ ଯାତ୍ରା ଆପ, ଅଫିସିଆଲ ୱେବସାଇଟରେ   ତଥ୍ୟ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking