28.1 C
Bhubaneswar
Tuesday, February 3, 2026
Homeଓଡିଶାପାଉଁଶ ନିଷ୍କାସନ ପାଇଁ ନୂଆ ଏସଓପି

ପାଉଁଶ ନିଷ୍କାସନ ପାଇଁ ନୂଆ ଏସଓପି

ଭୁବନେଶ୍ୱର: ପାଉଁଶ ନିଷ୍କାସନ ପାଇଁ ଆସିବ  ନୂଆ ଏସଓପି । ଚଳିତ ସପ୍ତାହରେ  ନୂଆ ଏସଓପି ଜାରି କରିବେ ସରକାର ।  ଏନେଇ ନୂଆ ଏସଓପି  ତିଆରି ହୋଇସାରିଛି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଜନବସତି ନଥିବା ସ୍ଥାନରେ ପାଉଁଶ ରଖାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking