14.1 C
Bhubaneswar
Monday, December 8, 2025
Homeଓଡିଶାପଞ୍ଚମ, ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ

ପଞ୍ଚମ, ଅଷ୍ଟମ ପିଲାଙ୍କ ପାଇଁ ନୂଆ ନିୟମ

ଭୁବନେଶ୍ୱର: ବଦଳିଲା ସ୍କୁଲ ପରୀକ୍ଷା ନିୟମ । ପଞ୍ଚମ, ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ ଲାଗୁ କରାଯାଇଛି । ପରୀକ୍ଷାରେ ଫେଲ ହେଲେ ୨ ମାସରେ ପୁନଃ ପରୀକ୍ଷା ଦେବେ ପିଲା । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking