32.1 C
Bhubaneswar
Saturday, February 14, 2026
Homeଓଡିଶାବଣ୍ଟନ ହେବ ନୂଆ ରାସନ କାର୍ଡ

ବଣ୍ଟନ ହେବ ନୂଆ ରାସନ କାର୍ଡ

ଭୁବନେଶ୍ୱର: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାର ଘୋଷଣା କରିଛନ୍ତି । ପୂର୍ବ ସରକାର ସମୟରେ ରାସନ କାର୍ଡରୁ ଅନେକ ଲୋକ ବଞ୍ଚିତ ରହିଥିଲେ । ଏବେ ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ , ମ୍ୟୁନିସିପାଲ କମିଶନର ଇସ୍ୟୁ କରିବେ କାର୍ଡ । ୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରିବେ । ବ୍ଲକ ଓ ୟୁଏଲବି ଅଧିକାରୀ ହିତାଧିକାରୀଙ୍କୁ କାର୍ଡ ବାଣ୍ଟିବେ । ଯାଞ୍ଚପରେ ନୂଆ ସଦସ୍ୟ ସାମିଲ କରାଯାଇ ପାରିବ । ଏନେଇ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking