25.1 C
Bhubaneswar
Tuesday, February 18, 2025
Homeଓଡିଶାଅଣ୍ଡା ଉତ୍ପାଦନ ପାଇଁ ଆସିବ ନୂଆ ପଲିସି – ମନ୍ତ୍ରୀ

ଅଣ୍ଡା ଉତ୍ପାଦନ ପାଇଁ ଆସିବ ନୂଆ ପଲିସି – ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢିବ ଅଣ୍ଡା ଅତ୍ପାଦନ । ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ଆସିବ ନୂଆ ପଲିସି । ଏନେଇ ମତ୍ସ୍ୟ ଓ ଫଅରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା ରହିଛି । ରାଜ୍ୟରେ ଅଢେଇ କୋଟି ଟଙ୍କାର ଆବଶ୍ୟକତା ରହିଛି । ଆମର ମାତ୍ର ଏକ କୋଟି ଅଣ୍ଡା ଉତ୍ପାଦନ ହେୁଛି । ଉତ୍ପାଦନ ବଢାଇବା ପାଇଁ ନୂଆ ପଲିସି ଆଣିବାକୁ ଯାଉଛୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking