21.1 C
Bhubaneswar
Tuesday, December 23, 2025
Homeଓଡିଶାପରାମର୍ଶ ପରେ ନୂଆ ଦଳ ଚିନ୍ତା: ମୋକିମ

ପରାମର୍ଶ ପରେ ନୂଆ ଦଳ ଚିନ୍ତା: ମୋକିମ

ଯାଜପୁର: ରସୁଲପୁର ବ୍ଲକ କୁଆଖିଆରେ ବନ୍ଧୁମିଳନ ପରେ ମୋକିମ ସୂଚନା ଦେଇଛନ୍ତି । କହିଛନ୍ତି, କଂଗ୍ରେସର ଅନେକ ନେତା ଓ କର୍ମୀ ଅବହେଳିତ ଥିବା ଅନୁଭବ ହୋଇଛି । ବିଜେଡିର ଅନେକ ନେତୃତ୍ୱ ମଧ୍ୟ ଏହି ଭଳି ସ୍ଥିତିରେ ଅଛନ୍ତି । ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ପୁରୁଖାଙ୍କ ସହ ଆଲୋଚନା ଚାଲିଛି । ସମସ୍ତଙ୍କ ଆଲୋଚନା, ପରାମର୍ଶ ପରେ ନୂଆ ଦଳ ଗଢିବା ଚିନ୍ତା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking