ଭୁବନେଶ୍ୱର: ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ । କହିଲେ ଓଡିଶା ପାଇଁ ଆଜି ଏକ ଐତିହାସିକ ଦିନ । ଓଡିଶା ବିକାଶରେ ନୂଆଫର୍ଦ୍ଦ ଯୋଡି ହୋଇଛି । ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଯୋଗାଯୋଗ ସୁଦୃଢ ହେବ । ପୂର୍ବରୁ ଦୈନିକ ୧୪ କିମି ରାସ୍ତା ନିର୍ମାଣ ହେଉଥିଲା । ଏବେ ଦୈନିକ ୧୦୦ କିମି ରାସ୍ତା ନିର୍ମାଣ ହେଉଛି । ଭିତ୍ତିଭୂମିକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ ।