ଭୁବନେଶ୍ୱର: ଅଗଷ୍ଟ ୩୧ରେ ନୂଆ ଏନଏସି ଘୋଷଣା କରିବେ ସରକାର । ନୂଆ ଏନଏସି ଓ ନୂଆ ମ୍ୟୁନିସିପାଲଟି ଘୋଷଣା ହେବ । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।