28.1 C
Bhubaneswar
Thursday, February 5, 2026
Homeଓଡିଶାନିର୍ମାଣ ହେବ ନୂଆ ଲୋକସେବା ଭବନ: ମନ୍ତ୍ରୀ

ନିର୍ମାଣ ହେବ ନୂଆ ଲୋକସେବା ଭବନ: ମନ୍ତ୍ରୀ

ଭୁବନେଶ୍ୱର: ନିର୍ମାଣ ହେବ ନୂଆ ଲୋକସେବା ଭବନ । ଏନେଇ  ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ ବିଧାନସଭାରେ ସୂଚନା ଦେଇଛନ୍ତି ।  ମାଷ୍ଟର ପ୍ଲାନ ପାଇଁ  ସେତୁ ଓ ନିର୍ମାଣ  ନିଗମକୁ ଦାୟିତ୍ୱ ଦିଆଯାଇଛି ।  ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା । ପାର୍କିଂ ସମସ୍ୟା ରହିଛି । ତେଣୁ ନୂଆ ଲୋକସେବା ଭବନ ନିର୍ମାଣ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking