30.1 C
Bhubaneswar
Sunday, February 8, 2026
Homeଓଡିଶାବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଆସୁଛି: ମନ୍ତ୍ରୀ

ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଆସୁଛି: ମନ୍ତ୍ରୀ

ରାଉରକେଲା : ବାଲିଚୋରାଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ  ଚେତାବନୀ ଦେଇଛନ୍ତି । କହିଛନ୍ତି ସାବଧାନ ହୁଅ ବାଲିମାଫିଆ , ଏଣିକି ଛଡା ଯିବନି । ଏନେଇ କାଯ୍ୟାନୁଷ୍ଠାନ ଆରମ୍ଭ ହୋଇସାରିଛି । ବାଲି ତସ୍କରୀ ରୋକିବାକୁ ନୂଆ ଆଇନ ଆସୁଛି । ବାଲି ମାଫିଆଙ୍କ ବିରୋଧରେ  ଦୃଢ କାଯ୍ୟାନୁଷ୍ଠାନ ହେବ । ଆଗରୁ ବାଲି ଖାଦାନ ରାଜସ୍ୱ ବିଭାଗ ଅଧୀନରେ ଆସୁଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking