31.1 C
Bhubaneswar
Monday, March 30, 2026
Homeଓଡିଶାପୁରୀରେ ନୂଆ ରାଜ୍ୟପାଳ

ପୁରୀରେ ନୂଆ ରାଜ୍ୟପାଳ

ଭୁବନେଶ୍ୱର : ପୁରୀରେ ପହଞ୍ଚିଲେ ନୂଆ ରାଜ୍ୟପାଳ । ଓଡିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ପହଞ୍ଚିଲେ । ପୁରୀ ରାଜଭବନରେ ରାତ୍ରୀ ଯାପନ କରିବେ । ସକାଳେ ଶ୍ରୀ ମନ୍ଦିରରେ ଶ୍ରୀ ଜିଉଙ୍କ ବର୍ଶନ କରିବେ । ପୁରୀରୁ ଫେରି  ରାଜଭବନରେ ଶପଥ ଗ୍ରହଣ କାଯ୍ୟକ୍ରମରେ ଯୋଗଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking