30.1 C
Bhubaneswar
Sunday, February 8, 2026
Homeଓଡିଶାଆସିଲା ନୂଆ ଇଭି ପଲିସି: ୨୦୩୦ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରି ଗାଡ଼ି ଚଳାଚଳ ଲକ୍ଷ୍ୟ

ଆସିଲା ନୂଆ ଇଭି ପଲିସି: ୨୦୩୦ ସୁଦ୍ଧା ରାଜ୍ୟରେ ୫୦% ଇଲେକ୍ଟ୍ରି ଗାଡ଼ି ଚଳାଚଳ ଲକ୍ଷ୍ୟ

ଭୁବନେଶ୍ବର: ମୋହନ ମାଝୀଙ୍କ ସରକାର ରାଜ୍ୟରେ ଇଲେକ୍ଟ୍ରି ଗାଡ଼ି ଚଳାଚଳକୁ ଗୁରୁତ୍ବ ଦେଉଛନ୍ତି। ୨୦୩୦ ମସିହା ଶେଷ ସୁଦ୍ଧା ରାଜ୍ୟରେ ୫୦ ପ୍ରତିଶତ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି କ୍ରମରେ ସରକାର ନୂଆ ଇଭି ପଲିସି ଆଣିଛନ୍ତି, ଯାହା ଦ୍ବାରା ନୂଆ ଇଲେକ୍ଟ୍ରି ଗାଡ଼ି କିଣୁଥିବା ଲୋକଙ୍କୁ ପ୍ରୋତ୍ସାହନ ମିଳିବ। ରାଜ୍ୟ ସରକାରଙ୍କ ନୂଆ ଇଭି ପଲିସି ଅନୁସାରେ ତିନି ଚକିଆ ଇଭି ଗାଡ଼ି କିଣିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ। ସେହିପରି ଚାରି ଚକିଆ ଇଲେକ୍ଟ୍ରି ଗାଡ଼ି ପାଇଁ ୧ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ଦେବେ। ରାଜ୍ୟ ସରକାର ଏହି ନିୟମ ୨୦୩୦ ଡିସେମ୍ବର ୩୧ ଯାଏଁ ବଳବତ୍ତର ରଖିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking