19.1 C
Bhubaneswar
Monday, December 8, 2025
Homeଓଡିଶାଖୁବଶୀଘ୍ର ନୂଆ ଅବକାରୀ ନୀତି

ଖୁବଶୀଘ୍ର ନୂଆ ଅବକାରୀ ନୀତି

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ନୂଆ ଅବକାରୀ ନୀତି । ୮ ଦିନ ଭିତରେ ଆସିବ ନୂଆ ଅବକାରୀ ନୀତି । ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ସପ୍ତାହେ ଭିତରେ ଗଠନ ହେବ ଶ୍ରୀମନ୍ଦିର ପରିଚାଳନା କମିଟି । ସପ୍ତାହକ ମଧ୍ୟରେ ପ୍ରକ୍ରିୟା ସରିବ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।  କମିଟି ହେବା ପରେ ଅନ୍ୟାନ୍ୟ ପଦକ୍ଷପେ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking