ଭୁବନେଶ୍ୱର: ଭୁବନେଶ୍ୱର ନିକୋ ପାର୍କରେ ହେବ ନବ କଳେବର । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୩ଟି ପର୍ଯ୍ୟାୟରେ ୨ ଶହ କୋଟି କରି ମୋଟ୍ ୬ ଶହ କୋଟି ଖର୍ଚ୍ଚ ହେବ । ପିଲାଙ୍କ ମନୋରଞ୍ଜନ ସହ ମାର୍କେଟ କମ୍ପେ୍ଲକ୍ସ ଓ ଫୁଡ୍ ପାର୍କ ନିର୍ମାଣ ହେବ ।