33.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶଶପଥ ନେଲେ ନୂଆ ସିଜେଆଇ

ଶପଥ ନେଲେ ନୂଆ ସିଜେଆଇ

ନୂଆଦିଲ୍ଲୀ : ନୂଆ ସିଜେଆଇ ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା । ୫୧ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ସଞ୍ଜୀବ ଖାନ୍ନା । ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଏହାର ଶପଥ ପାଠ କରାଇଲେ । ଶପଥ ଗ୍ରାହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ଥିଲେ । ୨୦୨୪ ଯାଏଁ ଦିଲ୍ଲୀ ଆୟକର ବିଭାଗର ସିନିୟର ଷ୍ଟାଣ୍ଟିଂ କାଉନସେଲ ଥିଲେ ଜଷ୍ଟିସ ଖାନ୍ନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking