28.1 C
Bhubaneswar
Friday, July 18, 2025
Homeଓଡିଶାଡାଇରିଆର ନୂଆ କେସ କମିଛି: ମନ୍ତ୍ରୀ

ଡାଇରିଆର ନୂଆ କେସ କମିଛି: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସମୀକ୍ଷା କରିଛନ୍ତି ।  କହିଛନ୍ତି, ଡାଇରିଆ ସ୍ଥିତିକୁ ଗୁରୁତର ସହ ନେଉଛନ୍ତି ସରକାର ।  ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।  ରଥଯାତ୍ରା ସମୟରେ ଯେମିତି ପୁରକୁ ଡାଇରିଆ ନ ବ୍ୟାପିବ ତାକୁ ଗୁରୁତ୍ୱ ଦିଆଯାଉଛି ।  ୩୮୭ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍ ନିଯୁକ୍ତ କରାଯାଇଛି । ଫାଷ୍ଟ ଏଡ ସେଣ୍ଟର ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି ।  ଶ୍ରଦ୍ଧାଳୁଙ୍କୁ ଓଆରଏସ ପାଣି ଦେବାକୁ ବ୍ୟବସ୍ଥା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking