ଭୁବନେଶ୍ୱର: ରାଜ୍ୟସରକାର ୧୦ ଜଣ ନୂଆ ବିଡିଓଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି । ଜାରି ବିଜ୍ଞପ୍ତି ଅନୁସାରେ,
ସବ୍ୟସାଚ୍ଚୀ ବେହେରା- ଥିଲେ- ଏମ ରାମପୁର ବିଡିଓ, -ହେଲେ- ଲକ୍ଷ୍ମୀପୁର ବିଡିଓ, କୋରାପୁଟ
ସରତ କୁମାର ସେଠୀ- ଥିଲେ- ହରଭଙ୍ଗା, ବିଡିଓ – ହେଲେ- ଏମ ରାମପୁର, ବିଡିଓ, କଳାହାଣ୍ଡି
ବିଜୟ କୁମାର ପ୍ରଧାନ- ଥିଲେ- ବେଲଗୁଣ୍ଠା ବିଡିଓ – ହେଲେ- ହରଭଙ୍ଗା ବିଡିଓ, ବୌଦ୍ଧ
ନାରାୟଣ ଦୀକ୍ଷୀତ-ଥିଲେ- ଟିକାବାଲି ବିଡିଓ – ହେଲେ- ଟିକାବାଲି ବିଡିଓ, କନ୍ଧମାଳ
ବିଷ୍ଣୁ ଗୋବିନ୍ଦ- ଥିଲେ- କାକଟପୁର ବିଡିଓ -ହେଲେ- ଟିକାବାଲି ବିଡିଓ, କନ୍ଧମାଳ
ସିଦ୍ଧେଶ୍ୱର ନାଏକ- ଥିଲେ- ବାରକୋଟ ବିଡିଓ – ହେଲେ- ସହରପଡା ବିଡିଓ, କେଉଁଝର
ବଂଶୀଧର ଖୋଶଳା- ଥିଲେ- ବିଜାତୋଳା ବିଡିଓ -ହେଲେ- ମୟୁରଭଞ୍ଜ ବିଡିଓ
ରଞ୍ଜିତା କୁମାର ମହନ୍ତ- ଥିଲେ- ସହରପଡା ବିଡିଓ – ହେଲେ- ବିଜାତୋଳା ବିଡିଓ, ମୟୁରଭଞ୍ଜ
ସାଗର କୁମାର ନନ୍ଦ-ଥିଲେ- ଗଣିଆ ବିଡିଓ -ହେଲେ- ବାଲିକୁଡା ବିଡିଓ, ଜଗତସିଂହପୁର
ବିକାଶ କୁମାର ମହାନ୍ତି-ଥିଲେ- ବାଲିକୁଡା ବିଡିଓ – ହେଲେ- ବାଣପୁର ବିଡିଓ , ଖୋର୍ଦ୍ଧା









