16.1 C
Bhubaneswar
Saturday, December 6, 2025
Homeଅପରାଧମାଇଁକୁ ଗୁଳି କରି ଭଣଜା ଫେରାର

ମାଇଁକୁ ଗୁଳି କରି ଭଣଜା ଫେରାର

ଖଲ୍ଲିକୋଟ: କୋଦଳା ଥାନା ରାମପଲ୍ଲି ଗାଁରେ ଚାଞ୍ଚଲ୍ୟ । କୌଣସି କାରଣରୁ ମାମୁଁଙ୍କୁ ଗୁଳି ମାରିବାକୁ ଚେଷ୍ଟା କରିଥିଲା ଭଣଜା । ହେଲେ ଗୁଳି ଯାଇ ବାଜିଥିଲର ମାଇ ଦେହରେ । ଗୁଳି ଫୁଟିବା ଶୁଣି ମାଇଁ ହଠାତ ସାମ୍ନାକୁ ଆସିବାରୁ ଏଭଳି ଘଟିଥିବା ସୂଚନା ମିଳିଛି । ମାଇଁକୁ ଗୁଳିମାଡ କରି ଘଟଣାସ୍ଥଳରୁ ଭଣଜା ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍‍କେସିଜିରେ ଭର୍ତ୍ତି କରାଯାଇଛି । କୋଦଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଫେରାର ଭଣଜାକୁ ଖୋଜୁଛି । ତେବେ ଗୁଳିମାଡର ପ୍ରକୃତ କାରଣ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking