19.1 C
Bhubaneswar
Saturday, February 7, 2026
Homeଓଡିଶାସାମାନ୍ୟ କାରଣରୁ ଛୁଆକୁ ନିସ୍ତୁକ ମାଡ଼ ମାରିଲେ ପଡୋଶୀ

ସାମାନ୍ୟ କାରଣରୁ ଛୁଆକୁ ନିସ୍ତୁକ ମାଡ଼ ମାରିଲେ ପଡୋଶୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର କାନପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ୭ ବର୍ଷୀୟ ଯଶ ଘର ବାହାରେ ଅନ୍ୟ ପିଲାମାନଙ୍କ ସହିତ ଖେଳୁଥିଲା। ଖେଳୁଥିବା ସମୟରେ ସେ ଏକ ଗୁଆ ଫିଙ୍ଗି ଦେଇଥିଲା, ଯାହା ପଡ଼ୋଶୀଙ୍କ ଘରେ ପଡ଼ିଯାଇଥିଲା। ପରେ ପଡୋଶୀ ଜଣଙ୍କ ବାଳକଟିକୁ ନିସ୍ତୁକ ମାଡ ମାରିଥିଲେ । ପିଲାଟିର ଚିତ୍କାର ଶୁଣି ଅନ୍ୟ ଲୋକମାନେ ବଞ୍ଚାଇଥିଲେ । ଅହି ଘଟଣାରେ କ୍ରୋଧିତ ହୋଇ ସ୍ଥାନୀୟ ଲୋକମାନେ ପିଲାଟିକୁ ଷ୍ଟେସନକୁ ନେି ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପିଲାଟିର ମାଆ ଙ୍କ ଅଭିଯୋଗ ଆଧାରରେ ବାରା ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୀଡିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ଅଭିଯୁକ୍ତଙ୍କ ଖୋଜାଖୋଜି ଚାଲିଛି। ପୋଲିସ ଦଳ ତାଙ୍କୁ ଗିରଫ କରିବା ପାଇଁ ସକ୍ରିୟ ଭାବରେ ଚେଷ୍ଟା କରୁଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking