ସୁନ୍ଦରଗଡ: ସାମାନ୍ୟ ବଚସାରୁ ପଡୋଶୀକୁ ଦା’ରେ କାଟି ହତ୍ୟା କରାଯାଇଛି । ମହୁଲପଦା ଥାନା ସାନଝର ଗାଁରେ ବୀଭତ୍ସ ହତ୍ୟା କରାଯାଇଛି । ଏଭଳି ହତ୍ୟାକାଣ୍ଡ ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ଘଟିଛି । ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖାଯାଇଛି ।