28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶପ୍ରକାଶ ପାଇଲା ନିଟ- ୟୁଜି- ୨୦୨୫ ରେଜଲ୍ଟ

ପ୍ରକାଶ ପାଇଲା ନିଟ- ୟୁଜି- ୨୦୨୫ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ- ୟୁଜି- ୨୦୨୫ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀଙ୍କୁ ଇ-ମେଲରେ ସ୍କୋରକାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି ।neet .nta .nic .in ରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ । ମେ ମାସରେ ପରୀକ୍ଷା ହୋଇଥିଲା ।  ମେ ୪ରେ ଗୋଟିଏ ସିଫ୍ଟରେ ୨୦ ଲକ୍ଷ  ପିଲା ପରୀକ୍ଷା ଦେଇଥିଲେ ।  ା  ୫ ହଜାର ୪୫୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ଓଡିଶାରୁ ମଧ୍ୟ ଅନେକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking