27.1 C
Bhubaneswar
Thursday, February 26, 2026
Homeଦେଶ ବିଦେଶଏନସିଇଆରଟି ପୁସ୍ତକ ବିବାଦ; ଦୁର୍ନୀତି ସମ୍ପର୍କିତ ଚାପ୍ଟର ରହୁ: ଆଇନଜୀବୀ

ଏନସିଇଆରଟି ପୁସ୍ତକ ବିବାଦ; ଦୁର୍ନୀତି ସମ୍ପର୍କିତ ଚାପ୍ଟର ରହୁ: ଆଇନଜୀବୀ

ନୂଆଦିଲ୍ଲୀ: ଏନସିଇଆରଟି ପୁସ୍ତକ ବିବାଦକୁ ନେଇ ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୂଚନା ଦେଇ କହିଛନ୍ତି, କେନ୍ଦ୍ର ଶିକ୍ଷା ସଚିବ ଓ ଏନସିଇଆରଟି ନିର୍ଦ୍ଦେଶକଙ୍କୁ ସୁପ୍ରିମ କୋର୍ଟ ନୋଟିସ କରିଛନ୍ତି । ଯଦି ଏନସିଇଆରଟି ଚାପ୍ଟର ଆଡ କରିବ , ତାହା ଦୁର୍ନୀତି ସମ୍ପର୍କିତ ରହୁ କହିଛନ୍ତି । ଦୁର୍ନୀତି ଓ ଏହାର ପରବର୍ତ୍ତୀ ପରିଣାମ ନେଇ ଉଲ୍ଲେଖ ରହୁ । କେବଳ ନ୍ୟାୟପାଳିକାକୁ ନେଇ ଭ୍ରଷ୍ଟାଚାର ଚାପ୍ଟର ରହିବା ଅନୁଚିତ । ଦୁର୍ନୀତି ଆମ ଗଣତନ୍ତ୍ରର ସବୁଠାରୁ ବଡ ବିପଦ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆହୁରି କହିଛନ୍ତି, ସବୁ ସଂସ୍ଥାରେ ଦୁର୍ନୀତି ନେଇ ଚାପ୍ଟର ରହୁ, କିପରି ସମାଧାନ ହେବ ବୁଝାଯାଉ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking