ଭୁବନେଶ୍ୱର: ଭୁବନେଶ୍ୱରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏନସିବିର ବଡ ରେଡ୍ । ୩୦ରୁ ଅଧିକ ଅପିସର୍ଙ୍କ ଅଚାନକ ଚଢାଉ । ନିଶା କାରବାର ରୋକିବା ଏନସିବି ଟିମ୍ର ଅପରେସନ । ଅପରେସନରେ ଥିଲେ ବଛାବଛା ଅଫିସର୍ ଓ ଡଗ୍ ସ୍କ୍ୱାଡ୍ । ରାତି ୩ଟାରୁ ସକାଳ ଯାଏଁ ଚାଲିଥିଲା ଛାନଭିନ । ରାଜଧାନୀର ବିଭିନ୍ନ ହୋଟେଲରେ ବି ଚଢାଉ ହୋଇଛି ।










