26.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶନକ୍ସଲଙ୍କୁ ଉଦ୍ୟମ ପଣ୍ଡ : ବଡ ଅଘଟଣରୁ ବର୍ତ୍ତିଲେ ଯବାନ

ନକ୍ସଲଙ୍କୁ ଉଦ୍ୟମ ପଣ୍ଡ : ବଡ ଅଘଟଣରୁ ବର୍ତ୍ତିଲେ ଯବାନ

ନୂଆଦିଲ୍ଲୀ : ନକ୍ସଲଙ୍କୁ ଉଦ୍ୟମ ପଣ୍ଡ । ବଡ ଅଘଟଣରୁ ବର୍ତ୍ତିଯାଇଛନ୍ତି  ଯବାନ । ମୁଖ୍ୟ ରାସ୍ତାରେ ଖଞ୍ଜା ଯାଇଥିବା ୧୦ କେଜିର ଆଇଇଡି ନିଷ୍କ୍ରିୟ କଲେ । ଛତିଶଗଡ  ସୁକମା ଜିଲ୍ଲା  ଗୋଲାପଲୀ ମୁଖ୍ୟ ରାସ୍ତାରେ ମିଳିଲା । ସର୍ଚ୍ଚ ଅପରେସନ ପାଇଁ ଯାଉଥିବା ଯବାନଙ୍କୁ ଟାଗଚ୍ଛେଟ କରିଥିଲେ । ସିଆରପିଏଫ , ପୋଲିସ ମିଳିତ ସହେଯାଗରେ ନିଷ୍କ୍ରିୟ କଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking