22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶ୭୬ ହଜାର ଖଣ୍ଡ ଭୋଟରେ  ହାରିଲେ ନବାବ ମଲିକ

୭୬ ହଜାର ଖଣ୍ଡ ଭୋଟରେ  ହାରିଲେ ନବାବ ମଲିକ

ନୂଆଦିଲ୍ଲୀ : ଏନସିପିର ପ୍ରମୁଖ ଚେହେରା ନବାବ ମଲିକ ପରାସ୍ତ ହୋଇଛନ୍ତି ।  ୬୫ ବର୍ଷୀୟ ନବାବ ସମାଜବାଦୀ ପାର୍ଟିର  ଅବୁ ଅସିମ ଆଜମିଙ୍କ ଠାରୁ  ପରାସ୍ତ ହୋଇଛନ୍ତି ।  ୭୬ ହଜାର ୫ ଖଣ୍ଡ ଭୋଟରେ ହାରିଛନ୍ତି ନବାବ ମଲିକ । ନବାବ ଅଜିତ ପାୱାରଙ୍କ ଘଉଚର ଜଣେ ପ୍ରମୁଖ ଚେହେରା। ସେ ୨୦୧୯ ନିର୍ବାଚନରେ ଅଣୁଶକ୍ତି ନଗର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ମାତ୍ର ଚଳିତ ନିର୍ବାଚନରେ ମନଖୁର୍ଦ ଶିବାଜୀ ନଗରୀରୁ ପ୍ରାର୍ଥୀ ହୋଇଥିଲେ। ସମାଜବାଦୀ ପାର୍ଟିର ଅବୁ ଆଜମି ତାଙ୍କୁ ବିପୁଳ ଭୋଟରେ ପରାସ୍ତ କରିଛନ୍ତି। ଅବୁ ଆଜମି ୮୩ ହଜାର ୫୮୮ ଖଣ୍ଡ ଭୋଟ୍ ପାଇ ଥିବାବେଳେ ନବାବ ମଲିକ ମାତ୍ର ୭ ହଜାର ୫୮୩ ଭୋଟ୍ ପାଇଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking