21.1 C
Bhubaneswar
Saturday, December 6, 2025
Homeଓଡିଶାନବୀନଙ୍କ ବିମାନ ଓ ହେଲିକପ୍ଟର ଯାଞ୍ଚ

ନବୀନଙ୍କ ବିମାନ ଓ ହେଲିକପ୍ଟର ଯାଞ୍ଚ

ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ । ଫ୍ଲାଇଁ ସ୍କ୍ୱାଡ ଟିମ , ୪ ଆଣ୍ଡ ଭିଡ଼ିଓ ସର୍ଭେଲାନ୍ସ ଟିମ ପକ୍ଷରୁ  ନବୀନଙ୍କ ବିମାନ  ଓ ହେଲିକପ୍ଟରକୁ ଯାଞ୍ଚ କରାଯାଇଛି । ନୂଆପଡାରେ ଉପନିର୍ବାଚନରେ ଚାଲିଥିବାରୁ  ଏଭଳି ଯାଞ୍ଚ କରାଯାଇଥିବା ନୂଆପଡା ଜିଲ୍ଲାପାଳଙ୍କ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଦିଆଯାଇଛି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ବିମାନ  ଓ ହେଲିକପ୍ଟର ଯାଞ୍ଚ  କରାଯାଇଥିବା ସୂଚନା ଦେଇଛନ୍ତି  ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking