23.1 C
Bhubaneswar
Monday, March 24, 2025
Homeଓଡିଶାସୀମା ନିର୍ଦ୍ଧାରଣ ପଦ୍ଧତିକୁ ନବୀନଙ୍କ ବିରୋଧ

ସୀମା ନିର୍ଦ୍ଧାରଣ ପଦ୍ଧତିକୁ ନବୀନଙ୍କ ବିରୋଧ

ଭୁବନେଶ୍ୱର : ଜନସଂଖ୍ୟା ଆଧାରରେ ସୀମା ନିଦ୍ଧାରଣକୁ ବିଜେଡିର ବିରୋଧ । ଭିଡିଓ ବାର୍ତ୍ତାରେ ବିରୋଧ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ଏକମାତ୍ର ଆଦାର ହେବା ଅନୁଚିତ, ଏବେ ବେନିୟମ । ଓଡିସା ଜନସଂଖ୍ୟା ନିୟନ୍ତ୍ରଣରେ ଅଗ୍ରଣୀ  ଭୂମିକା ନେଇଛି । ଯଦି ସୀମା ନିର୍ଦାରଣରେ ସଂସଦ ଓ ବିଧାନସଭା ସିଟ କମେ । ତାହେଲେ ଓଡିଶାବାସୀଙ୍କ ସ୍ୱାର୍ଥରେ  ହାନି  ପହଞ୍ଚାଇବ । କେନ୍ଦ୍ର ସବୁ ରାଜନୈତିକ ଦଳ ସହ ବୈଠକ କରି ଦ୍ୱନ୍ଦ୍ୱ  ଦୂର କରନ୍ତୁ । ତାମିଲନାଡୁ  ମୁଖ୍ୟମନ୍ତ୍ରୀ ଏଭଳି ଆୟୋଜନ କରିଥିବାରୁ  ଧନ୍ୟବାଦ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking