26.7 C
Bhubaneswar
Saturday, April 12, 2025
Homeଓଡିଶାଦଳରେ ନବୀନଙ୍କ ନେତୃତ୍ୱ ରହିଛି, ରହିବ: ପ୍ରତାପ

ଦଳରେ ନବୀନଙ୍କ ନେତୃତ୍ୱ ରହିଛି, ରହିବ: ପ୍ରତାପ

ଭୁବନେଶ୍ୱର: ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରତିକ୍ରିୟା । ପଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇସାରିଛନ୍ତି । ରାଜନୀତିରୁ ପାଣ୍ଡିଆନ କେବେଠୁ ସନ୍ନ୍ୟାସ ଘୋଷଣା କରସାରିଛନ୍ତି । ଏବେ କାହିଁ ଏହି ପ୍ରସଙ୍ଗରେ ଆଲୋଚନା ହେଉଛି । ବିଜେଡିରେ ନବୀନ ବାବୁଙ୍କ ନେତୃତ୍ୱ ରହିଛି, ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking