ନୂଆଦିଲ୍ଲୀ : ବିିଶାଳ ଦାସଙ୍କୁ ଛାଡିବାକୁ ଚିଠି ଲେଖିଲେ ନବୀନ । ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଲେ ନବୀନ । ମହାସମୁନ୍ଦ ସରେଇପାଲି ଥାନାରେ ଅଟକ ଥିବା ଜଣାଇଲେ । ସାଙ୍ଗରେ କିଛି ସରପଞ୍ଚ ଓ ସମିତି ସଭ୍ୟ ଥିବା ଜଣାଇଲେ । ଦିନ ଲାଢେ ୧୦ଟାରେ ଅନାସ୍ଥାରେ ଭାଗ ନେଇଥାନ୍ତେ । ନବୀନଙ୍କ ଚିଠି ପରେ ବି ଶୁଣିଲାନି ଛତିଶଗଡ । ଏବେ ବି ଥାନାରେ ବିଶାଲ ଦାସ ଅଟକ ଥିବା ସୂଚନା ରହିଛି ।