ଭୁବନେଶ୍ୱର: ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ଦେଖିବେ ନବୀନ ପଟ୍ଟନାୟକ । ୩୧ରେ ୪ ଜିଲ୍ଲା ଗ୍ରସ୍ତରେ ଯିବେ ବିରୋଧୀଦଳ ନେତା । ତେବେ ପୁରୀ , ଗଞ୍ଜାମ , ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତରେ ଯିବେ ନବୀନ । କ୍ଷତିଗ୍ରସ୍ତ ଚାଷ ଅଞ୍ଚଳ ବୁଲି ଦେଖିବା ସହ ଚାଷୀଙ୍କୁ ଭେଟିବେ । ସମ୍ପୃକ୍ତ ଅଧିକାରୀଙ୍କ ସହ ଫସଲ ପରିସ୍ଥିତି ନେଇ ଆଲୋଚନା କରିବେ ।