24.1 C
Bhubaneswar
Thursday, May 1, 2025
Homeଓଡିଶାକାଲି ନାମାଙ୍କନ ଭରିବେ ନବୀନ: ଦେବୀ ମିଶ୍ର

କାଲି ନାମାଙ୍କନ ଭରିବେ ନବୀନ: ଦେବୀ ମିଶ୍ର

ଭୁବନେଶ୍ୱର: ଆସନ୍ତାକାଲି  ସଭାପତି  ପାଇଁ  ନାମାଙ୍କନ  ଭରିବେ  ନବୀନ  ପଟ୍ଟନାୟକ । ବିଜେଡି  ସଭାପତି ପଦ ପାଇଁ ନାମାଙ୍କନ ଭରିବେ । ୧୯ ତାରିଖରେ ବିଧିବଦ୍ଧ ଭାବେ ଘୋଷଣା ହେବ । ଦୁଇ ଦିନ ଭିତରେ  ବିଜେଡି ରାଜ୍ୟ ପରିଷଦ ଗଠନ ହେବ । ଏନେଇ ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking