ଭୁବନେଶ୍ୱର: ୱାକଫ ବିଲ୍ରେ ବିଜେଡି ଭୋଟିଂକୁ ନେଇ ନରସିଂହ ମିଶ୍ରଙ୍କ ବିସ୍ଫୋରକ ବୟାନ । କହିଲେ ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି । ପୂର୍ବରୁ ବି ରଖିଥିଲେ, ଏବେବି ଗୃହବନ୍ଦୀ କରି ରଖିଛନ୍ତି । ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରଛନ୍ତି । ମିଳିତ ମନ୍ତ୍ରୀମଣ୍ଡଳ କରିବାକୁ ଯୋଜନା କରିଛନ୍ତି ।