26.1 C
Bhubaneswar
Sunday, December 7, 2025
Homeଓଡିଶାନୂଆପଡାରେ କ'ଣ କରିଛନ୍ତି ହିସାବ ଦିଅନ୍ତୁ ନବୀନ: ମନମୋହନ

ନୂଆପଡାରେ କ’ଣ କରିଛନ୍ତି ହିସାବ ଦିଅନ୍ତୁ ନବୀନ: ମନମୋହନ

ଭୁବନେଶ୍ୱର: ନବୀନଙ୍କ ନୂଆପଡା  ପ୍ରଚାରକୁ ନେଇ  ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ,  ନିର୍ବାଚନ ସରିବା ଯାଏଁ  ନୂଆପଡା ରେ  ନିର୍ବାଚନ ସରିବା ଯାଏଁ  ନୂଆପଡାରେ ରହି ପ୍ରଚାର କରନ୍ତୁ ନବୀନ । ଲମ୍ବା ଶାସନରେ ନୂଆପଡା ପାଇଁ କଣ କରିଛନ୍ତି ତାର ହିସାବ  ଦିଅନ୍ତୁ ।  କ୍ଷମତାରେ ଥିବା ବେଳେ ନୂଆପଡାର ଯେଉଁ ଅଞ୍ଚଳ ଯାଇ ନାହାନ୍ତି ବୁଲି ଦେଖନ୍ତୁ ।  ନବୀନଙ୍କ  ଲୋକପ୍ରିୟତା ବଢିଛି କି କମିଛି  ଲୋକେ  ଜବାବ ଦେଇସାରିଛି । ୨୦୨୪ ନିର୍ବାଚନରେ ଲୋକେ ତା’ର ଜବାବ  ଦେଇସାରିଛନ୍ତି,  ନବୀନଙ୍କ  ଲୋକପ୍ରିୟତା ଯଦି ଥିଲା କାହିଁକି ପ୍ରତ୍ୟାଖ୍ୟାନ କେଲ ଲୋକେ?  ଆଦର୍ଶବାଦ ଲଢେଇରେ ବିଶ୍ୱାସ କରୁ, ବ୍ୟକ୍ତିଗତ ଲଢେଇରେ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking