17.1 C
Bhubaneswar
Sunday, February 8, 2026
Homeଓଡିଶାନବୀନ ସାମ୍ନାକୁ ଆସନ୍ତୁ: ପ୍ରଫୁଲ୍ଲ ଘଡେଇ

ନବୀନ ସାମ୍ନାକୁ ଆସନ୍ତୁ: ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ୱର: ୱକଫ ବିଲକୁ ନେଇ କାହିଁକି ନିଷ୍ପତ୍ତି ବଦଳିଲା, କିଏ ବଦଳାଇଲା । ନବୀନ ସାମ୍ନାକୁ ଆସି ସ୍ପଷ୍ଟ କରିବା ଦରକାର । ଏହି ଘଟଣାକୁ ନେଇ ବିଜେଡି ବ୍ୟାକ ଫୁଟକୁ ଗଲା । ଦଳରେ ଦ୍ୱନ୍ଦ୍ୱ ଦୂର ହେବା ଦରକାର । ବାଦଲ ଦୂର ହେବା ଦରକାର । ପ୍ରକୃତ କଥା କଣ ନବୀନ କହିପାରିବେ । ନବୀନ ସବୁ ଜାଣନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking