14.1 C
Bhubaneswar
Saturday, December 6, 2025
Homeଓଡିଶାନୂଆପଡାରେ ପହଞ୍ଚିଲେ ନବୀନ

ନୂଆପଡାରେ ପହଞ୍ଚିଲେ ନବୀନ

ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ  ପ୍ରଚାର ମଇଦାନରେ ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ । କୋମନାରେ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚିଛନ୍ତିି ନବୀନ ।ସେଠାରେ ୧୨.୩୦ ପର୍ଯ୍ୟନ୍ତ ସାଧାରଣ ଉଦବୋଧନ ଦେବା ପରେ ଭୁବନେଶ୍ୱର ଫେରି ଆସିବେ । କଂଗ୍ରେସ ପକ୍ଷରୁ ଗତକାଲି  ବିଶାଳ  ବାଇକ ରାଲି ପରେ ଆଜି ପଦଯାତ୍ରା କାର୍ଯ୍ୟକ୍ରମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking