14.1 C
Bhubaneswar
Saturday, December 6, 2025
Homeଓଡିଶାନବୀନ ଓଡିଶାର ସମ୍ପତ୍ତି, କୌଣସି ବ୍ୟକ୍ତିର ନୁହଁନ୍ତି: ଅଶୋକ ପଣ୍ଡା

ନବୀନ ଓଡିଶାର ସମ୍ପତ୍ତି, କୌଣସି ବ୍ୟକ୍ତିର ନୁହଁନ୍ତି: ଅଶୋକ ପଣ୍ଡା

ଭୁବନେଶ୍ୱର: ଆଇ ଆମ ଡାଉନ ବଟ ନଟ ଆଉଟ ନିଆଁରେ ଘିଅ ଢାଳିଲେ ବିଜେଡି ନେତା  ଅଶୋକ ପଣ୍ଡା । କାଲି ବଦ୍ରିପାତ୍ରଙ୍କ ପରେ ଆଜି ବରିଷ୍ଠ ନେତା ଅଶୋକ ପଣ୍ଡା ତେର୍ଚ୍ଛା ବାଣ ମାରିଛନ୍ତି ।   କହିଛନ୍ତି, କିଛି କହିପାହିବିନି, ଯିଏ କହିଛନ୍ତି, ଯାହା ଉଦ୍ଦେଶ୍ୟରେ କହିଛନ୍ତି ସେ କହିପାରିବେ । ନବୀନ ବାବୁ ଶିଖାଇ  ନାହାନ୍ତି ବାଉଣ୍ଡରୀ  ବାହାରକୁ   ଯିବାକୁ । ୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ ହେବାର ପ୍ରଶ୍ନ ଉଠୁ ନାହିଁ । ନବୀନ ସାଢେ  ୪ କୋଟି ଓଡିଆଙ୍କ ସମ୍ପତ୍ତି କୌଣସି ବ୍ୟକ୍ତି ବିଶେଷଙ୍କର ନୁହଁନ୍ତି । ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ଲକ୍ଷ୍‌ମଣ ସୀତାଙ୍କ ପାଇଁ ଲକ୍ଷ୍‌ମ ରେଖା ଟାଣିଥିଲୋ ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନରେ ଆବଶ୍ୟକତା ରହିଛି । ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ  ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking