ଭୁବନେଶ୍ୱର: ମହାନଦୀ ସ୍ଥିତି ପାଇଁ ନବୀନ ପଟ୍ଟନାୟକ ଦାୟୀ l ମଧସ୍ଥତା କୁ ମନା କରି ମାଠିଆ ବାଡ଼ାଇଲେ l ରାଜ୍ୟ ସ୍ୱାର୍ଥ କଥା ସେମାନେ ସେତେବେଳେ ଭୁଲିଯାଇଥିଲେ l ସମାଲୋଚନା କରି ଏଡାଇ ଯିବା ସରକାର ଆମର ନୁହେଁ l ଓଡ଼ିଶାର ସ୍ୱାର୍ଥ ପାଇଁ ଯାହା କରିବା କଥା ଆମେ କରିବୁ l କହି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ l