33.1 C
Bhubaneswar
Friday, June 6, 2025
Homeଓଡିଶାନବୀନ ଇଣ୍ଡି ମେଣ୍ଟ ଆଡେ ଢଳୁଛନ୍ତି : ସରୋଜ

ନବୀନ ଇଣ୍ଡି ମେଣ୍ଟ ଆଡେ ଢଳୁଛନ୍ତି : ସରୋଜ

ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ବିଜେପି ବିଧାୟକ ସରୋଜ ପାଢୀ ଟାର୍ଗେଟ କରିଛନ୍ତି । ବିଜେଡି ସଂଗଠନ ଭୁଶୁଡିବାରେ ଲାଗିଛି । ବଞ୍ଚାଇବାକୁ ଉଦ୍ୟମ ଚାଲିଛି । ଦଳକୁ ବଞ୍ଚାଇବାକୁ କାହାର ସାହାରା  ଖୋଜୁଛନ୍ତି ନବୀନ । କାହା କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବେ ଭାବୁଛନ୍ତି । ଇଣ୍ଡି ମେଣ୍ଟ ଆଡେ ଢଳୁଛନ୍ତି , ଦଳ ବଞ୍ଚାଇବାକୁ ଚାହୁଁଛନ୍ତି । କଂଗ୍ରେସ ସହ ଗରଦାରୀ କରିଥିଲେ , କାଳେ ଭୁଲି ସହେଯାଗ କରିବ ଭାବୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking