18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶନବୀନ ସୁସ୍ଥ ଅଛନ୍ତି: ପ୍ରେମ ପଟ୍ଟନାୟକ

ନବୀନ ସୁସ୍ଥ ଅଛନ୍ତି: ପ୍ରେମ ପଟ୍ଟନାୟକ

ନୂଆଦିଲ୍ଲୀ: ନବୀନ ସୁସ୍ଥ ହେଉଛନ୍ତି କହିଲେ  ବଡ ଭାଇ ପ୍ରେମ ପଟ୍ଟନାୟକ । ଏକ ଭିଡିଓ ଜରିଆରେ  ସ୍ୱାସ୍ଥ୍ୟାବସ୍ଥା ନେଇ  ସୂଚନା ଦେଇଛନ୍ତି । ଅଳ୍ପ ଚଲାଚଲି ଆରମ୍ଭ କରିଛନ୍ତି । ଭଲ ଅଛନ୍ତି । ଓଡିଶାବାସୀ ଚିନ୍ତା କରୁଥିବାରୁ  ଧନ୍ୟବାଦ ଜଣାଉଛି । ଆପଣଙ୍କ ଭଲ ପାଇବାର ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking