ଭୁବନେଶ୍ୱର: ୱକଫ ବିଲକୁ ନେଇ ବିଜେଡିର ଭୋଟିଂଙ୍କୁ ନେଇ ବିଜେପି ପ୍ରତିକ୍ରିୟା ଦେଇଛି । ନବୀନଙ୍କୁ ଡର ଘାରିଛି କହିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଲ । କଂଗ୍ରେସ ସାଥିରେ ଦେଶର ଲୋକ ନାହାନ୍ତି , ବିଜେଡି କେମିତି ରହିବ । ହ୍ୱିପ ଜାରି କରିବାକୁ ନବୀନ ବାବୁଙ୍କ ଆଉ ସତସାହସ ନାହିଁ । ୪ରୁ ୫ ମାସ ତଳେ ବିଲକୁ ବିରୋଧ କରିବାକୁ କହୁଥିଲେ ନବୀନ । ୭ ସାଂସଦଙ୍କ ଉପରେ ନବୀନ ବାବୁଙ୍କ କର୍ତ୍ତୁତ୍ୱ ନାହିଁ । ହ୍ୱିପଜାରି କଲେ କାଳେ ସାଂସଦ ମାନିବେନି ଡର ଘାରିଛି ।