27.1 C
Bhubaneswar
Tuesday, July 22, 2025
Homeଓଡିଶାଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

ଭୁବନେଶ୍ୱର: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ଗଲେ । କୋକିଲା ବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଚିକିତ୍ସା । ୨୨ ତାରିଖରେ ହେବ ସର୍ଭାଇକାଲ ଆଥ୍ରାଇଟିସ ଅସ୍ତ୍ରୋପଚାର । ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ସଫଳ ଅସ୍ତ୍ରୋପଚାର ପାଇଁ ଶୁଭମନାସି ଆଶୁ ଆରୋଗ୍ୟ କାମନା କରିଛନ୍ତି ବିଜେଡି ନେତ୍ରୀ  ।  ନବୀନ ମୁମ୍ବାଇ ଯାଉଥିବା ବେଳେ ଦଳର ରାଜନୈତିକ ବ୍ୟାପାର କମିଟି ହାତରେ ପରିଚାଳନା ଭାର ନ୍ୟସ୍ତ କରିଛନ୍ତି । ନବୀନଙ୍କ ଅନୁପସ୍ଥିତିରେ ଦଳରେ ସମନ୍ବୟ ଦାୟିତ୍ବ ସମ୍ଭାଳିବେ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking