29.1 C
Bhubaneswar
Monday, April 21, 2025
Homeଓଡିଶାପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନଚିଟ୍‌

ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନଚିଟ୍‌

ଭୁବନେଶ୍ୱର: ପାଣ୍ଡିଆନଙ୍କୁ ନେଇ ନବୀନ ପଟ୍ଟନାୟକଙ୍କ ବୟାନ । କହିଲେ ପାଣ୍ଡିଆନ ଦଳ ଓ ରାଜ୍ୟ ପାଇଁ ଅନେକ କାମ କରିଛନ୍ତି । ୧୦ ମାସ ହେଲାଣି ପାଣ୍ଡିଆନ ଦଳ ଛାଡିଲେଣି । ବର୍ତ୍ତମାନ ସେ ଦଳୀୟ କାର୍ଯ୍ୟରେ ସଂଶ୍ଲୀଷ୍ଟ ନାହାନ୍ତି । ପ୍ରଭାତ ତ୍ରିପାଠୀ ଚିଟ୍‌ଫଣ୍ଡ କେସ୍‌ରେ ଜେଲ୍ ଯାଇଥିଲେ । ଦଳରୁ ପ୍ରଭାତ ବହିଷ୍କୃତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking