30.1 C
Bhubaneswar
Friday, February 13, 2026
Homeଓଡିଶାନବୀନ ଉତ୍ତର ଦେଇପାରିଲେନି: ଅରବିନ୍ଦ

ନବୀନ ଉତ୍ତର ଦେଇପାରିଲେନି: ଅରବିନ୍ଦ

ଭୁବନେଶ୍ୱର: ସସପେଣ୍ଡକୁ ନେଇ ପୁଣି ସମାନ କଥା ଦୋହରାଇଲେ ଅରବିନ୍ଦ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର କଡା ପ୍ରତିକ୍ରିୟା ରଖି କହିଛନ୍ତି, ଯେଉଁ ପ୍ରଶ୍ନ ପଚାରିଥିଲି ନବୀନ ତାର ଉତ୍ତର ଦେଇପାରିଲେନି । ଦୁର୍ନୀତି, ବିଶ୍ୱାସଘାତକତା ବାବଦରେ ସତ୍ୟାସତ୍ୟ ଯାଞଅଚ ଚ୍ୟାଲେଞ୍ଜ ଦେଇଥିଲି । ବିଧାନସଭାରେ ଦେଖା ହେଲେ ପଚାରିବି କହିଲେ ଅରବିନ୍ଦ । ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେଖି ଭୋଟ ଦେବି । ମୁଁ ଏବେ ସ୍ୱାଧୀନ, ବିଧାନସଭାରେ ସ୍ୱାଧୀନ ଭାବେ ପ୍ରସଙ୍ଗ ଉଠାଇବି । ସୂଚନାଥାଉକି, ସନା ମହାକୁଡ ଏବଂ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଲମ୍ବନ କରିଥିଲେ । ଯାହାକୁ ନେଇ ରାଜ୍ୟ ରାଜନୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking