25.1 C
Bhubaneswar
Monday, March 2, 2026
Homeଓଡିଶାବିଜେଡିର ବରିଷ୍ଠ ନେତା ଗୋଲକ ନାୟକଙ୍କ ବିୟୋଗରେ ନବୀନକଙ୍କ ଶୋକ

ବିଜେଡିର ବରିଷ୍ଠ ନେତା ଗୋଲକ ନାୟକଙ୍କ ବିୟୋଗରେ ନବୀନକଙ୍କ ଶୋକ

ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଗୋଲକ ବିହାରୀ ନାୟକଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ସମାଜବାଦୀ ଆଦର୍ଶରେ ବିଶ୍ୱାସୀ ସ୍ବର୍ଗତ ନାୟକ ଚାଷୀ ଓ ଶ୍ରମିକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସର୍ବଦା କାର୍ଯ୍ୟରତ ଥିଲେ। ତାଙ୍କର ବିଯୋଗରେ ବିଜୁ ଜନତା ଦଳ ଜଣେ ସମର୍ପିତ ଜନ ସେବକଙ୍କୁ ହରାଇଲା। ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking