16.1 C
Bhubaneswar
Thursday, February 5, 2026
Homeଓଡିଶାନବୀନ ବାବୁ କହିଛନ୍ତି ଓଡିଶାବାସୀ ଉତ୍ତରାଧିକାରୀ ବାଛିବେ: ଅଶୋକ

ନବୀନ ବାବୁ କହିଛନ୍ତି ଓଡିଶାବାସୀ ଉତ୍ତରାଧିକାରୀ ବାଛିବେ: ଅଶୋକ

ଭୁବନେଶ୍ୱର: ନବୀନଙ୍କ ଉତ୍ତରାଧିକାରୀ ନେଇ ତେର୍ଚ୍ଛା ବାଣ ମାରିଲେ ବିଜେଡି ନେତା ଅଶୋକ ପଣ୍ଡା । ନବୀନଙ୍କୁ ଭେଟି ନୂଆ ବର୍ଷ ଶୁଭେଚ୍ଛା ଜଣାଇବା ପରେ ଗଣ ମାଧ୍ୟମକୁ ପ୍ରତିକ୍ରିୟା ପରେ ଅଶୋକ ପଣ୍ଡା କହିଛନ୍ତି ଯେ, ଉତ୍ତରାଧିକାରୀ ପଦ ପାଇଁ କିଏ ଚାହିଁଛି ସିଏ ଅଲଗା କଥା । ସବୁଠାରୁ ବଡ କଥା ହେଲା ଗ୍ରହଣୀୟତା । ଓଡିଶା ଲୋକ ନବୀନ ବାବୁଙ୍କୁ ଗ୍ରହଣ କଲେ । ବିଜୁ ବାବୁ କଣ ତାଙ୍କୁ ବାଛିଥିଲେ । ଯାହାଙ୍କୁ ଓଡିଶାବାସୀ ଗ୍ରହଣ କରିବେ ସିଏ ହିଁ ଓଡଶା ବାସୀଙ୍କ ସ୍ୱାର୍ଥ ଜଗିବ । ଦଳରେ ସମସ୍ତେ ଗୋଟିଏ କଥା କହୁଛନ୍ତି, ନବୀନ ବାବୁ ଆମର ନେତା । ନବୀନ ବାବୁ କହିଛନ୍ତି ଓଡିଶାବାସୀ ଉତ୍ତରାଧିକାରୀ ବାଛିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking