ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡକୁ ନେଇ ଜୟନାରାୟଣ ବିସ୍ଫୋରକ ବୟାନ ଦେଇଛନ୍ତି । କହିଛନ୍ତି ,ହତ୍ୟାକାଣ୍ଡରେ ବହୁତ ବଡବଡ ମୁଣ୍ଡ ଅଛନ୍ତି । ଯେଉଁମାନେ ତଦନ୍ତକୁ ଠିକ ଭାବେ କରିବାକୁ ଦେଉନାହାନ୍ତି ,ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ଯେଉଁମାନେ ତଦନ୍ତକୁ ଠିକ ଭାବେ କରିବାକୁ ଦେଉନାହାନ୍ତି ,ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରିବାକୁ ଚାହୁଁଛନ୍ତି । ସରକାର ସ୍ପଷ୍ଟତାର ସହ ତଦନ୍ତକୁ ଆଗକୁ ନେବା କଥା ।