29.1 C
Bhubaneswar
Friday, October 18, 2024
Homeଓଡିଶାନର୍ଲା ପଞ୍ଚାୟତ ସମିତି ଚେୟାରମ୍ୟାନ ନିର୍ବାଚନ ମାମଲା : ସାନି ବିଜ୍ଞପ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନର୍ଲା ପଞ୍ଚାୟତ ସମିତି ଚେୟାରମ୍ୟାନ ନିର୍ବାଚନ ମାମଲା : ସାନି ବିଜ୍ଞପ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ନର୍ଲା ପଞ୍ଚାୟତ ସମିତି ଚେୟାରମ୍ୟାନ ନିର୍ବାଚନ ମାମଲା । ନିର୍ବାଚନ ମାମଲା ୁପରେ ହାଇକୋର୍ଟଙ୍କ ଚୂଡାନ୍ତ ରାୟ । ଆଉଥରେ ସାନି ବିଜ୍ଞପ୍ତି ପ୍ରକାଶ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ପ୍ରଥମେ ପଞ୍ଚାୟତ ସମିତି ତାପରେ ଚେୟାରମ୍ୟାନ ନିର୍ବାଚନ । ପଞ୍ଚାୟତ ସମିତି ନିର୍ବାଚନ ପୂର୍ବରୁ ଚେୟାରମ୍ୟାନ ନିର୍ବାଚନକୁ ଆପତ୍ତି । ଆପତ୍ତି ଉଠାଇ ହାଇକୋର୍ଟରେ ହୋଇଥିଲା ଆବେଦନ । ହାଇକୋର୍ଟ ଆବେଦନର ବିଚାର କରି ରୋକ୍ ଲଗାଇଥିଲେ । କଣ୍ଟାବାଞ୍ଝି ବିଧାୟକ ଉତ୍ତର ଦାଖଲ ଶେଷ ସୁଯୋଗ ହରାଇଲେ । ୩ ଥର ନୋଟିସ ପରେ ବି ନୋଟିସ ଗ୍ରହଣ କରି ନଥିଲେ । ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୮ରେ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking