21.1 C
Bhubaneswar
Thursday, December 26, 2024
Homeଓଡିଶାଖୁଲମଖୁଲା ବିକ୍ରି ହେଉଛି  ନିଶାଦ୍ରବ୍ୟ : ପ୍ରଶାସନ ନୀରବ

ଖୁଲମଖୁଲା ବିକ୍ରି ହେଉଛି  ନିଶାଦ୍ରବ୍ୟ : ପ୍ରଶାସନ ନୀରବ

ପୁରୀ : ଖୁଲମଖୁଲା ବିକ୍ରି ହେଉଛି  ଗଞ୍ଜେଇ , ଭାଙ୍ଗ, ଦେଶୀ ମଦ ।  ଗାଁରେ ପୋଲିସ ଭୟ ନଥିବାରୁ ବାଇକରେ ଏଭଳି ନିଶାଦ୍ରବ୍ୟ  ବିକୁଛନ୍ତି ବେପାରୀ । ତା ପୁଣି ଦିନବେଳା । ଏଭଳି  ଘଟଣା ଦେଖିବାକୁ ମିଳିଛି  ପୁରୀ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ।  ଫେରିବାଲା ଭଳି  ବାଇକରେ ବିକୁଛନ୍ତି ଦେଶୀ ମଦ । ମୃଦୁ ପାନୀୟ ଭଳି  ଆସ୍କା ୪୦ ବିକ୍ରି ହେଉଛି  । କଣାସ ଓ ଡେଲାଙ୍ଗରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି । ସେହିଭଳି ସତ୍ୟବାଦୀରୁ  ଆସିଛି ଆଉ ଏକ ଚିତ୍ର । ଛୋଟ ଛୋଟ ପିଲା  ଟାଣୁଛନ୍ତି ଗଞ୍ଜେଇ ।  ଏପଟେ ପ୍ରଶାସନ ସବୁ ଜାଣି  ମଧ୍ୟ  ଚୁପ ରହିଥିବା ବେଲେ  ପିପିଲିରେ ଦେଶୀ ଚୋରା ମଦ କାରବାର  ଆଡ୍ଡାସ୍ଥଳୀକୁ  ଭାଙ୍ଗି  ଚୁରମାର କରିଛନ୍ତି ସ୍ଥାନୀୟ ମହିଳା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking