27.1 C
Bhubaneswar
Monday, February 2, 2026
Homeଓଡିଶା୭୮ ମାମଲା ଥିବା ‘ନଣ୍ଡା’ ଗିରଫ

୭୮ ମାମଲା ଥିବା ‘ନଣ୍ଡା’ ଗିରଫ

ଭୁବନେଶ୍ୱର: କୁଖ୍ୟାତ ଚୋର ନିରଞ୍ଜନ ସ୍ୱାଇଁ ଓରଫ ନଣ୍ଡା ଗିରଫ। ନଣ୍ଡାକୁ ଭୁବନେଶ୍ବରରୁ ଗିରଫ କଲା ଧଉଳି ଥାନା ପୋଲିସ। ନଣ୍ଡା ନାଁରେ କମିଶନରେଟ୍ ପୋଲିସର ବିଭିନ୍ନ ଥାନାରେ ଅଛି ୭୮ଟି ମାମଲା। ଲୁହା ରଡ୍‌ରେ ଗ୍ରୀଲ୍ ତାଡ଼ି ଘରେ ପଶି ଲୁଟୁଥିଲା କୁଖ୍ୟାତ ନଣ୍ଡା। ନଣ୍ଡା ପାଖରୁ ଅଟୋ, ଲୁହା ରଡ୍, ରୁପା ଚେନ୍ ଓ ୨୮ ଗ୍ରାମ୍ ରୁପା କଏନ୍ ଜବତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking