24.1 C
Bhubaneswar
Sunday, December 7, 2025
Homeଓଡିଶାଭୁବନେଶ୍ୱର ଛାଡିଲେ ନଗ୍‌ମା

ଭୁବନେଶ୍ୱର ଛାଡିଲେ ନଗ୍‌ମା

ଭୁବନେଶ୍ୱର: ଭୁବନେଶ୍ୱର ଛାଡିଲେ ନଗ୍‌ମା ୟୁସୁଫ୍ । ବିଜେବି ନଗର ଅଞ୍ଚଳରେ ରହୁଥିଲେ ପାକିସ୍ତାନୀ ମହିଳା । ଲିଭ୍ ଇଣ୍ଡିଆ ନୋଟିସ୍ ପରେ ପୋଲିସ ନୋଟିସ୍ କରିଥିଲା । ୨୦୦୮ ରୁ ଭୁବନେଶ୍ୱରରୁ ରହି ଆସୁଥିଲେ । ମହମ୍ମଦ ନ୍‌ଜାମ ଉଦ୍ଦିନଙ୍କୁ ବିବାହ କରିଥିଲେ । ୨୦୨୪ ଡିସେମ୍ବରରେ ସରିଥିଲା ଭିସା ଅବଧି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking